Advertisements

SVPNPA, ହାଇଦ୍ରାବାଦର ୪୮ତମ ଆଇପିଏସ୍ ଇଣ୍ଡକ୍ସନ ଟ୍ରେନିଂ କୋର୍ସର ୧୨ ଜଣ ପ୍ରଶିକ୍ଷାର୍ଥୀ (୧୧ ପୁରୁଷ ଓ ୧ ମହିଳା IPS Trainee ଅଧିକାରୀ) ତା. ୧୪.୦୫.୨୦୨୬ ରିଖ ରେ ଭୁବନେଶ୍ୱର-କଟକ ପୋଲିସ୍ କମିଶନରେଟ୍ ପରିଦର୍ଶନ କରିଛନ୍ତି। ସେମାନେ ମାନ୍ୟବର ପୋଲିସ କମିଶନର, ଶ୍ରୀ ସୁରେଶ ଦେବ ଦତ୍ତ ସିଂହଙ୍କୁ ସାକ୍ଷାତ କରିଥିଲେ ଏବଂ ଅତିରିକ୍ତ ଡିସିପି, ଶ୍ରୀ ସ୍ୱରାଜ ଦେବତାଙ୍କ ସହ କମିଶନରେଟ୍ ପୋଲିସ୍ ସିଷ୍ଟମ୍ ବିଷୟରେ ବିସ୍ତୃତ ଜ୍ଞାନ ଆହରଣ କରିଥିଲେ।

wpChatIcon