Advertisements

ଇଣ୍ଡିଆନ୍ ରେଡ଼କ୍ରସ ସୋସାଇଟି, ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସ୍ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଜୟ ଓଡ଼ିଶା” ସହଭାଗିତାରେ ରବିବାର ତା-୦୩ /୦୫ /୨୦୨୬ ରିଖ ଦିନ ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଭୁବନେଶ୍ଵର ସ୍ଥିତ ଆଇ.ସି.ଏମ.ଏ.ଆଇ.ଏବଂ ୟୁନିଟ-୪ ସ୍ଥିତ ରେଡ଼କ୍ରସ ଭବନରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଏବଂ ସାଧାରଣ ଜନତା ସ୍ୱେଚ୍ଛାକୃତ ଭାବେ ସାମିଲ୍ ହୋଇ ରକ୍ତଦାନ କରିଥିଲେ।

ଇଣ୍ଡିଆନ୍ ରେଡ଼କ୍ରସ ସୋସାଇଟି, ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସ୍ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ଜୟ ଓଡ଼ିଶା" ସହଭାଗିତାରେ ରବିବାର ତା-୦୩ /୦୫ /୨୦୨୬ ରିଖ ଦିନ ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଭୁବନେଶ୍ଵର ସ୍ଥିତ ଆଇ.ସି.ଏମ.ଏ.ଆଇ.ଏବଂ ୟୁନିଟ-୪ ସ୍ଥିତ ରେଡ଼କ୍ରସ ଭବନରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଏବଂ ସାଧାରଣ ଜନତା ସ୍ୱେଚ୍ଛାକୃତ ଭାବେ ସାମିଲ୍ ହୋଇ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରରେ ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ଵର ମେୟର, ଡଃ ସୁରେଶ ଦେବଦତ୍ତ ସିଂହ, ଭା.ପୁ.ସେ., ଭୁବନେଶ୍ଵର- କଟକ ପୋଲିସ କମିଶନର, ଶ୍ରୀ ମାନସ ରଞ୍ଜନ ଗଡନାୟକ, ଅତିରିକ୍ତ ଡିସିପି, କମିଶନରେଟ୍ ପୋଲିସ ଏବଂ ରେଡ଼କ୍ରସର ସଂସ୍ଥାପକ ନିର୍ବାହୀ ସଦସ୍ୟ ଶ୍ରୀ ଦିଲ୍ଲୀପ ଦାସ ଶର୍ମା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

wpChatIcon