Advertisements

ତା ୦୧.୦୪.୨୦୨୬ ରିଖରେ, ଉତ୍କଳ ଦିବସ ତଥା ୯୧ତମ ଆରକ୍ଷୀ ପ୍ରତିଷ୍ଠା ଦିବସ ଅବସରରେ, କମିଶନରେଟ ପୋଲିସ ତରଫରୁ ଆୟୋଜିତ ହୋଇଥିବା ପ୍ୟାରେଡ଼ ସମାରୋହରେ, ଆରକ୍ଷୀ ଆୟୁକ୍ତ ଡଃ. ସୁରେଶ ଦେବଦତ୍ତ ସିଂ, ଭା.ପୁ.ସେ, ଅତିରିକ୍ତ ଆରକ୍ଷୀ ଆୟୁକ୍ତ, ଶ୍ରୀ ନରସିଂହ ଭୋଳ, ଭା.ପୁ.ସେ, ଭୁବନେଶ୍ୱର ଆରକ୍ଷୀ ଉପାୟୁକ୍ତ ଶ୍ରୀ ଜଗମୋହନ ମୀନା, ଭା.ପୁ.ସେ ପ୍ରମୁଖ ଯୋଗଦେଇ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ |

wpChatIcon