Advertisements

ଆଜି ୨୫.୦୫.୨୦୨୬ ରିଖରେ କମିସନରେଟ ପୋଲିସ ହେଡକ୍ଵାଟର ରେ, ଭୁବନେଶ୍ଵର UPDର ପୋଲିସ ଅଧିକାରୀ ଓ ବସ୍ତି ମିତ୍ରମାନଙ୍କ ପାଇଁ ବିଶେଷ ଟ୍ରେନିଂ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା, ଯାହାର କେନ୍ଦ୍ରବିନ୍ଦୁ ଥିଲା – “Basti Ku Chala: A Community Policing Initiative” “ବସ୍ତି କୁ ଚାଲ” ଉଦ୍ୟମଟି ଏକ ବିଶିଷ୍ଟ ପୋଲିସିଂ ପ୍ରୟାସ । ଏହାର ଲକ୍ଷ୍ୟ ହେଲା ଅପରାଧ ପ୍ରତିରୋଧ, ସନ୍ଧାନ, ଆଇନ-ଶୃଙ୍ଖଳା ପରିଚାଳନା ଓ ବସ୍ତିକୁ ଅପରାଧ-ମୁକ୍ତ କ୍ଷେତ୍ର ଭାବେ ରଖିବା। ପୋଲିସ କମିଶନର ଶ୍ରୀ ସୁରେଶ ଦେବ ଦତ୍ତ ସିଂହ ଙ୍କ ଅଧ୍ୟକ୍ଷତା ରେ ଟ୍ରେନିଂ ହୋଇଥିଲା ।

ଆଜି ୨୫.୦୫.୨୦୨୬ ରିଖରେ କମିସନରେଟ ପୋଲିସ ହେଡକ୍ଵାଟର ରେ, ଭୁବନେଶ୍ଵର UPDର ପୋଲିସ ଅଧିକାରୀ ଓ ବସ୍ତି ମିତ୍ରମାନଙ୍କ ପାଇଁ ବିଶେଷ ଟ୍ରେନିଂ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା, ଯାହାର କେନ୍ଦ୍ରବିନ୍ଦୁ ଥିଲା – “Basti Ku Chala: A Community Policing Initiative” “ବସ୍ତି କୁ ଚାଲ” ଉଦ୍ୟମଟି ଏକ ବିଶିଷ୍ଟ ପୋଲିସିଂ ପ୍ରୟାସ । ଏହାର ଲକ୍ଷ୍ୟ ହେଲା ଅପରାଧ ପ୍ରତିରୋଧ, ସନ୍ଧାନ, ଆଇନ-ଶୃଙ୍ଖଳା ପରିଚାଳନା ଓ ବସ୍ତିକୁ ଅପରାଧ-ମୁକ୍ତ କ୍ଷେତ୍ର ଭାବେ ରଖିବା। ପୋଲିସ କମିଶନର ଶ୍ରୀ ସୁରେଶ ଦେବ ଦତ୍ତ ସିଂହ ଙ୍କ ଅଧ୍ୟକ୍ଷତା ରେ ଟ୍ରେନିଂ ହୋଇଥିଲା । ଏଡିଶନାଲ ପୋଲିସ କମିସନର ଶ୍ରୀ ନରସିଂହ ଭୋଳ ଟ୍ରେନିଂ ର ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ତଥା ବକ୍ତା ଭାବେ ଯୋଗ ଦେଇ ଇନ୍ସପେକ୍ଟର ଜେନେରାଲ ଡଃ ଉମାଶଙ୍କର ଦାଶ ଭଲ ଭାବରେ ପ୍ରୋଗ୍ରାମର ଉଦେଶ୍ୟ ଓ କାର୍ଯ୍ୟ ଶୈଳୀ ବିଷୟରେ ବୁଝାଇଥିଲେ । ଶେଷରେ ପୋଲିସ କମିଶନର ମୁଖ୍ୟ ଅତିଥି ଙ୍କୁ ସମ୍ମାନିତ କରିଥିଲେ ।

wpChatIcon