Advertisements

ତା ୧୧.୦୮.୨୦୨୫ରିଖରେ ନମନ ଫାଉଣ୍ଡେସନର ସହଯୋଗ କ୍ରମେ ବିଭିନ୍ନ ଶିକ୍ଷାନୁଷ୍ଠାନର ୭୦୦ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କ ପାଇଁ କମିଶନରେଟ୍ ପୋଲିସ “ଜୀବନ ଜିନ୍ଦାବାଦ” ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେବା ସହିତ ପୋଲିସ ଡ଼ିଜି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ , କମିଶନର ଡ଼ଃ. ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ କମିଶନର ଶ୍ରୀ ନରସିଂହ ଭୋଳ ଓ ପୋଲିସ,ଚଳଚ୍ଚିତ୍ର, ସ୍ୱାସ୍ଥ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଆତ୍ମହତ୍ୟା ପରି କୁତ୍ସିତ ଚିନ୍ତାଧାରାଠାରୁ ଦୂରେଇ ରହି ଜୀବନର ମୂଲ୍ୟବୋଧଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯାଇଥିଲା।

ତା ୧୧.୦୮.୨୦୨୫ରିଖରେ ନମନ ଫାଉଣ୍ଡେସନର ସହଯୋଗ କ୍ରମେ ବିଭିନ୍ନ ଶିକ୍ଷାନୁଷ୍ଠାନର ୭୦୦ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କ ପାଇଁ କମିଶନରେଟ୍ ପୋଲିସ "ଜୀବନ ଜିନ୍ଦାବାଦ" ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେବା ସହିତ ପୋଲିସ ଡ଼ିଜି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ , କମିଶନର ଡ଼ଃ. ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ କମିଶନର ଶ୍ରୀ ନରସିଂହ ଭୋଳ ଓ ପୋଲିସ,ଚଳଚ୍ଚିତ୍ର, ସ୍ୱାସ୍ଥ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଆତ୍ମହତ୍ୟା ପରି କୁତ୍ସିତ ଚିନ୍ତାଧାରାଠାରୁ ଦୂରେଇ ରହି ଜୀବନର ମୂଲ୍ୟବୋଧଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯାଇଥିଲା।

wpChatIcon