Advertisements

IRCS ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସ୍, ଭୁବନେଶ୍ୱର-କଟକ ଓ ଉତ୍କଳ ହସ୍ପିଟାଲ୍ ର ମିଳିତ ଆନୁକୁଲ୍ୟରେ ଆଜି ତା ୩୦.୦୫.୨୦୨୬ ରିଖରେ ପୋଲିସ ସେବା ଭବନ, ଭୁବନେଶ୍ଵର ଠାରେ ପୋଲିସ କର୍ମଚାରୀମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜନ କରଯାଇଥିଲା । ତତ୍ ସହିତ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଶିବିରର ଉଦ୍ଘାଟନ ରେ ଡ଼ିସିପି ହେଡକ୍ଵାଟର ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର ଓ ପ୍ରକାଶ ଚନ୍ଦ୍ର ପାଲ ପ୍ରମୁଖ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

IRCS ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସ୍, ଭୁବନେଶ୍ୱର-କଟକ ଓ ଉତ୍କଳ ହସ୍ପିଟାଲ୍ ର ମିଳିତ ଆନୁକୁଲ୍ୟରେ ଆଜି ତା ୩୦.୦୫.୨୦୨୬ ରିଖରେ ପୋଲିସ ସେବା ଭବନ, ଭୁବନେଶ୍ଵର ଠାରେ ପୋଲିସ କର୍ମଚାରୀମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜନ କରଯାଇଥିଲା । ତତ୍ ସହିତ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ (୧) ଡଃ. ରଞ୍ଜନ କୁମାର ମହାନ୍ତି, ଚିଫ୍ କନସଲ୍ଟାଣ୍ଟ ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ ତମାକୁ ଓ ମୁଖ ସ୍ୱାସ୍ଥ୍ୟ ବିଷୟରେ (୨) ଡଃ. ମାନଭଞ୍ଜନ ଜେନା ସିନିଅର କନସଲ୍ଟାଣ୍ଟ, ଇଣ୍ଟରଭେନସନାଲ୍ କାର୍ଡିଓଲୋଜିଷ୍ଟ , ଲିପିଡ୍ କେୟାରର ଉନ୍ନତି ବିଷୟରେ (୩) ଡା. ମାନସ ରଞ୍ଜନ ମହାଲିକ, ନ୍ୟୁରୋ ସାଇକିଆଟ୍ରିଷ୍ଟ ଓ (୪) ଡଃ ଶ୍ରୁଷ୍ଟି ନନ୍ଦ, ସାଇକୋଲୋଜିଷ୍ଟ ମାନସିକ ସ୍ୱାସ୍ଥ୍ୟ ବିଷୟରେ ପରାମର୍ଶ ଦେଇଥିଲେ । ଏହି ଶିବିରର ଉଦ୍ଘାଟନ ରେ ଡ଼ିସିପି ହେଡକ୍ଵାଟର ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର ଓ ପ୍ରକାଶ ଚନ୍ଦ୍ର ପାଲ ପ୍ରମୁଖ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

wpChatIcon