Advertisements

ରୁଚିକା ସୋସିଆଲ ସର୍ଭିସ୍ ଅର୍ଗାନାଇଜେସନର ସିଇଓ ଶ୍ରୀଯୁକ୍ତ ବେଣୁଧର ସେନାପତିଙ୍କ କନ୍ୟାଙ୍କ ବିବାହ ଉତ୍ସବ ଅବସରରେ ତା ୧୭ ଏପ୍ରିଲ ୨୦୨୬ ରିଖରେ ଏକ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ରେଡ଼କ୍ରସ୍ ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସର ସହଭାଗିତାରେ ଆୟୋଜିତ ଏହି ଶିବିରରୁ ସର୍ବମୋଟ ୪୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି।

ରୁଚିକା ସୋସିଆଲ ସର୍ଭିସ୍ ଅର୍ଗାନାଇଜେସନର ସିଇଓ ଶ୍ରୀଯୁକ୍ତ ବେଣୁଧର ସେନାପତିଙ୍କ କନ୍ୟାଙ୍କ ବିବାହ ଉତ୍ସବ ଅବସରରେ ତା ୧୭ ଏପ୍ରିଲ ୨୦୨୬ ରିଖରେ ଏକ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ରେଡ଼କ୍ରସ୍ ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସର ସହଭାଗିତାରେ ଆୟୋଜିତ ଏହି ଶିବିରରୁ ସର୍ବମୋଟ ୪୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି। ​ଏଭଳି ଏକ ମହତ ତଥା ଜନକଲ୍ୟାଣକାରୀ ପଦକ୍ଷେପକୁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱାଗତ କରାଯିବା ସହ ଉଚ୍ଚ ପ୍ରଶଂସା କରାଯାଉଛି। ଖୁସି ଓ ଉତ୍ସବର ମାହୋଲରେ ରକ୍ତଦାନ କରି ଅନ୍ୟର ଅମୂଲ୍ୟ ଜୀବନ ବଞ୍ଚାଇବାର ଏହି ନିଆରା ପ୍ରଚେଷ୍ଟା ଆମ ସମାଜ ପାଇଁ ଏକ ଶ୍ରେଷ୍ଠ ଉଦାହରଣ। ଆସନ୍ତୁ ରକ୍ତଦାନ କରିବା, ଅମୂଲ୍ୟ ଜୀବନ ବଞ୍ଚାଇବା ।

wpChatIcon