Advertisements

ତା ୨୧.୧୦.୨୦୨୫ ରିଖ ରେ ୬୬ତମ ଶହୀଦ ସ୍ମୃତି ଦିବସରେ, କମିସନରେଟ୍ ପୁଲିସ ଭୁବନେଶ୍ୱର-କଟକ ତରଫରୁ ଦେଶ ଓ ରାଜ୍ୟ ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିଥିବା ବୀର ଶହୀଦ ପୋଲିସ ଯୋଦ୍ଧାମାନଙ୍କୁ ଗଭୀର ଶ୍ରଦ୍ଧା ସମର୍ପିତ । ସେମାନଙ୍କର ଅଦମ୍ୟ ସାହସ, ଅପୂର୍ବ ବଳିଦାନ ଓ ଅମର ବୀରତ୍ୱ ଏହି ଜନମାଟିରେ ସଦା ଅମର ରହିବ ।

wpChatIcon